ସିଣି ସିଣିଆ Siṇi siṇiā

  • ପ୍ରାଦେ. (କଟକ) ବିଣ — ଫଣଫଣିଆ; ସରଦି ଯୋଗୁ ସାମାନ୍ୟ ଫୁଲିଥିବା (ମୁହଁ) — A little swollen on account of cold (face)
  • ପ୍ରାଦେ. (ବାଣପୁର) ବିଣ — ସଣସଣ; ଅକଡ଼ିଆ; ଅକଳିଆ — Awkward
  • ପ୍ରାଦେ. (ବାଣପୁର) ବିଣ — [ଉ—ରାଶି ତେଲ ଲଗାଇଲେ କେମିତି ସିଣିସିଣିଆ ଲାଗେ।]