ସିଢୁଆ Siṟḍ̠huā
- ଦେ. ବିଣ — ନିଶୁଣୀ ପରି ସରୁ — Narrow like a ladder
- ଦେ. ବି — (ନାମ)—(ଏହା ପୂର୍ବେ ଅତି ସରୁ ଥିବାରୁ) କଟକ ସହରର ପୂର୍ବ ପ୍ରାନ୍ତରେ ଏକ ମାଇଲଠାରୁ ବାହାରିଥିବା କାଠ— ଯୋଡ଼ି ନଦୀର ଗୋଟିଏ ଶାଖା, ଯାହା 5।6 ମାଇଲ ପରେ ପୁଣି କାଠଯୋଡ଼ି ସଙ୍ଗେ ମିଶିଅଛି) — (ନାମ)—(ଏହା ପୂର୍ବେ ଅତି ସରୁ ଥିବାରୁ) କଟକ ସହରର ପୂର୍ବ ପ୍ରାନ୍ତରେ ଏକ ମାଇଲଠାରୁ ବାହାରିଥିବା କାଠ— ଯୋଡ଼ି ନଦୀର ଗୋଟିଏ ଶାଖା, ଯାହା56ମାଇଲ ପରେ ପୁଣି କାଠଯୋଡ଼ି ସଙ୍ଗେ ମିଶିଅଛି)—A river branching from the Kāthjori river about one mile from the eastern extremity of the town of Cuttack and meeting it again after course of 5 or 6 miles