ସିତ କଣ୍ଠ Sita kanṭha

  • ସଂ. ବି. (ବହୁବ୍ରୀହି; ସିତ=ଶୁକ୍ଲ ଅଟେ କଣ୍ଠ ଯାହାର) — ଦାତ୍ୟୁହ ବା ଡାହୁକ ପକ୍ଷୀ — Moor hen Rallus Aquaticus
  • ସଂ. ବିଣ. ପୁଂ. — ଶ୍ୱେତ ବର୍ଣ୍ଣ କଣ୍ଠ ବିଶିଷ୍ଠ — White-necked