ସିଢ଼ Siṟḍ̠ẖa
- ଦେ. ବି. (ସଂ. ସି ଧାତୁ=ବନ୍ଧନ କରିବା) — ସେଡ଼ (ଦେଖ) — Seṟḍ̠a (See)
- ଦେ. ବି. (ସଂ. ସି ଧାତୁ=ବନ୍ଧନ କରିବା) — ସୂତା କାଟିବା ପାଇଁ ଭିଣା ତୂଳାରେ ତିଆରି କରା ଯାଇଥିବା ବଳଣା — Roll of carded cotton used in spinning yarn
- ଦେ. ବି. (ସଂ. ସି ଧାତୁ=ବନ୍ଧନ କରିବା) — (ଜାହାଜିଆ— ଶବ୍ଦ) ଜାହାଜର ପାଲ — The sail of a ship
- ଦେ. ବି. (ସଂ. ସି ଧାତୁ=ବନ୍ଧନ କରିବା) — ଜାହାଜର ପାଲ ଟଣା ଦଉଡ଼ି — The rope or riggings of the sail