ସାହ୍ୟ Sāhya

  • ସଂ. ବି (ସହ+ଭାବାର୍ଥେ. ୟ) — ସାହାଯ୍ୟ; ସହାୟତା (ବିଶ୍ୱକୋଷ) — Help; support
  • ସଂ. ବି (ସହ+ଭାବାର୍ଥେ. ୟ) — ମେଳନ (ବିଶ୍ୱକୋଷ) — Combination; union
  • ସଂ. ବି (ସହ+ଭାବାର୍ଥେ. ୟ) — ସହିତତ୍ୱ (ଧରଣୀ) — The state of companionship
  • ଗ୍ରା. ବିଣ — ସାହାଯ୍ୟକାରୀ; ସହାୟ — Helping
  • ଗ୍ରା. ବି — ସହାୟକବ୍ୟକ୍ତି — Helper; assistant