ସାହ୍ୱୟ Sāhwaya

  • ସଂ. ବି (ସ+ଅହ୍ୱୟ) — ସମାହ୍ୱୟ; ମେଷାଦି ପ୍ରାଣିଦ୍ୟୁତ (ବିଶ୍ୱକୋଷ) — Fight of animals by laying wagers
  • ସଂ. ବି (ସ+ଅହ୍ୱୟ) — ପଶୁ ଯୁଦ୍ଧ — Fight of animals (e.g. cockfight; bullfight)
  • ସଂ. ବିଣ — ନାମଯୁକ୍ତ; ନାମବିଶିଷ୍ଟ (ବିଶ୍ୱକୋଷ) — Having a name