ସାହେର Sāhera

  • ଗ୍ରା. ବି (ପ୍ରାଚୀନ ପଦ୍ଯ) (ସଂ. ସାଗର) — ସମୁଦ୍ର — Ocean
  • ଗ୍ରା. ବି (ପ୍ରାଚୀନ ପଦ୍ଯ) (ସଂ. ସାଗର) — (ଉ—ରାମ ଆଜ୍ଞା ଶିରେ ହନୁ ଘେନି, ଅଞ୍ଜନା— ସୂତ ସାହେର ଜିଣି। ବିଶ୍ୱନାଥ, ବିଚିତ୍ର ରାମାୟଣ।)