ସାହ୍ୟକୃତ୍ Sāhyakṛut

  • ସଂ. ବିଣ (ପୁଂ. ଓ ସ୍ତ୍ରୀ) (ସାହ୍ୟ+କୃ. ଧାତୁ+କର୍ତ୍ତୃ. କ୍ୱିପ୍) — ସମଭିବ୍ଯାହାରୀ; ସଙ୍ଗୀ (ବିଶ୍ୱ— କୋଷ) — Accompanying
  • ସଂ. ବିଣ (ପୁଂ. ଓ ସ୍ତ୍ରୀ) (ସାହ୍ୟ+କୃ. ଧାତୁ+କର୍ତ୍ତୃ. କ୍ୱିପ୍) — ସାହାଯ୍ୟ— କାରୀ — Helping