ସାହ୍ଲାଦ Sāhlāda

  • ସଂ. ବିଣ. ପୁଂ (ସହାର୍ଥ ବହୁବ୍ରୀହି; ସ+ଆହ୍ଲାଦ) — ଆହ୍ଲାବିଶିଷ୍ଟ (ବିଷୟ) — Delightful
  • ସଂ. ବିଣ. ପୁଂ (ସହାର୍ଥ ବହୁବ୍ରୀହି; ସ+ଆହ୍ଲାଦ) — ଆହ୍ଲାଦିତ (ବ୍ଯକ୍ତି) — Delighted. overjoyed
  • ଦେ. କ୍ରି. ବିଣ (ସଂ. ସାହ୍ଲାଦଂ) — ଆହ୍ଲାଦ ସହକାରେ — With joy; joyously