ସାମଗୀ Sāmagī

  • ସଂ. ବି. ସ୍ତ୍ରୀ — (ସାମଗର ସ୍ତ୍ରୀଲିଙ୍ଗ) ସାମବେଦୀ ବ୍ରାହ୍ମଣର ସ୍ତ୍ରୀ — The wife of a Sāmaga Brahman
  • ସଂ. ବି. ସ୍ତ୍ରୀ — ସାମଗାନକାରିଣୀ ସ୍ତ୍ରୀ — A woman chanting the Sāma Beda