ସାମଜସ Sāmajasa
- ଦେ. ବି (ସଂ. ସାମଞ୍ଜସ୍ୟ) — ସାମଞ୍ଜସ୍ୟ; ବିବାଦର ଅପୋସୀରେ ମେଳ; ବିବାଦ ପରେ ମେଳାପ — Conciliation
- ଦେ. ବି (ସଂ. ସାମଞ୍ଜସ୍ୟ) — ବିବାଦର ଆପୋସ ମୀମାଂସା ବା ସମାଧାନ — Amicable settlement of a dispute
- ଦେ. ବି (ସଂ. ସାମଞ୍ଜସ୍ୟ) — ସଦ୍ଭାବ; ଦୁଇଜଣଙ୍କ ମଧ୍ୟରେ ମେଳ — Good feeling
- ବିଣ — ଯେଉଁ ବ୍ଯକ୍ତି ବିବାଦକୁ ମିଳାଇଦିଏ — Conciliatory; bringing about amicable settlement