ସାମଞ୍ଜସ୍ୟ Sāmanjasya
- ସଂ. ବି (ସମଞ୍ଜସ=ଉଚିତ+ଭାବ ଯ) — ସମଞ୍ଜସତା; ଉପଯୋଗିତା — Fitness
- ସଂ. ବି (ସମଞ୍ଜସ=ଉଚିତ+ଭାବ ଯ) — ସମୀଚୀନତା; ଔଚିତ୍ୟ — Propriety
- ସଂ. ବି (ସମଞ୍ଜସ=ଉଚିତ+ଭାବ ଯ) — ମେଳ; ମେଳାପ; ସଦ୍ଭାବ — Good feeling; agreement; harmony
- ସଂ. ବି (ସମଞ୍ଜସ=ଉଚିତ+ଭାବ ଯ) — ଐକମତ୍ୟ; ଏକମନ ହେବାର ଭାବ; ମତର ଐକ୍ୟ; ମନର ମେଳ — Agreement; accordance
- ସଂ. ବି (ସମଞ୍ଜସ=ଉଚିତ+ଭାବ ଯ) — ସମତା — Consistency; congruity
- ସଂ. ବି (ସମଞ୍ଜସ=ଉଚିତ+ଭାବ ଯ) — ଉତ୍କର୍ଷ — Excellence