ସାମଗୀରି Sāmagīri

  • ଗ୍ରା (ପଦ୍ଯ) ବି — ସାମଗ୍ରୀ (ଦେଖ) — Samagrī (See)
  • ଗ୍ରା (ପଦ୍ଯ) ବି — ଅସ୍ତ୍ର ଶସ୍ତ୍ର; ହାତ ହତିଆର — Weapons implements
  • ଗ୍ରା (ପଦ୍ଯ) ବି — (ଉ—ଶମ୍ଭୁ ଦମ୍ଭ ଯିବ ଗଣ୍ଡ ଚିବୁକ ଦେଖିଲେ, ବହୁ ସାମଗୀରି କାମ ପୂର୍ବୁ ଭୟ କଲେ—ଶିଶୁଶଙ୍କର, ଉଷା ଅଭିଳାଷ।)