ସାମଗ Sāmaga

  • ସଂ. ବିଣ. ପୁଂ. (ସାମନ୍+ଗୈ ଧାତୁ=ଗାଇବା+କର୍ତ୍ତୃ ଅ) — ସାମବେଦୀ ବ୍ରାହ୍ମଣ (ଜଟାଧର) — A Brāhmaṇa following the 'Sāma' Beda
  • ସଂ. ବିଣ. ପୁଂ. (ସାମନ୍+ଗୈ ଧାତୁ=ଗାଇବା+କର୍ତ୍ତୃ ଅ) — ସାମବେଦଗାନକାରୀ ବ୍ରାହ୍ମଣ — A Brāhmaṇa singing the hymns of the Sāma Beda