ସାମଗାନ Sāmagāna

  • ସଂ ବି (ସାମ+ଗୈ ଧାତୁ+ଭାବ ଅନ+ଅ) — ରାଗ ବା ଛନ୍ଦଃ ଦ୍ୱାରା ସାମ ବେଦର ମନ୍ତ୍ର ଗାଇବା — The chanting of the hymns of the Sām Veda