ସାନ୍ତି Sānti
- ଦେ. ବି—(ସଂ. ସମାନ୍ତର) ସାନ୍ତ ଦେ. ବି. 3 (ଦେଖ) — ସାନ୍ତ ଦେ. ବି.3(ଦେଖ)— Sānta 3 (See)
- ପ୍ରାଦେ (ଗଡ଼ଜାତ) ବି (ରଜାଙ୍କୁ ଶାନ୍ତ କରିବାକୁ ଦିଆଯିବାରୁ) ବାଣୁଆ ଶିକାରରେ ମାରିଥିବା ମୃଗ ଆଦି ପଶୁର ପଛଆଡ଼ର ଗୋଟିଏ ଫଡ଼ିଆ (ଯାହା ଶିକାରି ରଏଲ୍ଟି — (Royalty)ସ୍ୱରୁପ ରଜାଙ୍କୁ ଦେବାକୁ ବାଧ୍ୟ)— The rump of a beast killed by a hunter (which is presented to the Rājā as his royalty in a game