ସାନ୍ତ୍ୱନ Sāntwana

  • ସଂ. ବି (ସାନ୍ତ୍ୱ ଧାତୁ+ଭାବ ଅନ; +ଆ) — ସମାଶ୍ୱାସନ; ପ୍ରିୟବଚନଦ୍ୱାରା ପ୍ରବୋଧ ଦାନ — Consolation
  • ସଂ. ବି (ସାନ୍ତ୍ୱ ଧାତୁ+ଭାବ ଅନ; +ଆ) — ପ୍ରିୟକର; ସାମୋପାୟ — Assuaging; pacifying
  • ସଂ. ବି (ସାନ୍ତ୍ୱ ଧାତୁ+ଭାବ ଅନ; +ଆ) — ବିପନ୍ନ ବା ଶୋକଗ୍ରସ୍ତ ବ୍ଯକ୍ତିକୁ ଅଶ୍ୱାସନା ଦେବା — Condolence
  • ସଂ. ବି (ସାନ୍ତ୍ୱ ଧାତୁ+ଭାବ ଅନ; +ଆ) — ପ୍ରଣୟ; ପ୍ରେମ (ହି.ଶ) — Love; attachment
  • ସଂ. ବି (ସାନ୍ତ୍ୱ ଧାତୁ+ଭାବ ଅନ; +ଆ) — ସ୍ନେହ— ପୂର୍ବକ କୁଶଳ ପ୍ରଶ୍ନ (ହି. ଶ) — Affectionate-enquiry about one's well-being
  • ସଂ. ବି (ସାନ୍ତ୍ୱ ଧାତୁ+ଭାବ ଅନ; +ଆ) — ସନ୍ଧି; ମିଳନ (ହି. ଶ) — Union