ସାନ୍ତ୍ୱ Sāntwa

  • ସଂ. ବି (ସାନ୍ତ୍ୱ ଧାତୁ+ଭାବ ଅ) — ସାମ; ପ୍ରବୋଧ ବାକ୍ୟ — Consoling words
  • ସଂ. ବି (ସାନ୍ତ୍ୱ ଧାତୁ+ଭାବ ଅ) — କର୍ଣ୍ଣ- ପ୍ରୀତିଜନକ ବାକ୍ୟ — Sweet words
  • ସଂ. ବି (ସାନ୍ତ୍ୱ ଧାତୁ+ଭାବ ଅ) — ଦାକ୍ଷିଣ୍ୟ — Politeness; generosity