ସାନ୍ତାଳି Sāntāḻi

  • ଦେ. ବିଣ — ସାନ୍ତାଳସମ୍ବନ୍ଧୀୟ — Relating to the Sānthals
  • ଦେ. ବିଣ — ବଙ୍ଗଳା, ବିହାର ଓ ଓଡ଼ିଶା ପ୍ରଦେଶମାନଙ୍କ ଅଧିବାସୀ ସାନ୍ତାଳମାନଙ୍କ କଥିତ ଖେର୍ୱାରି ଭାଷାର ରୂପାନ୍ତର — A dialect of the Kherwāri spoken by the Sānthals of Bengal, Bihar and Orissa