ସାନ୍ତାଳ ପରଗଣା Sāntāḻa paragaṇā

  • ଦେ. ବି (ନାମ) — ବିହାର ପ୍ରଦେଶର ଭାଗଲପୁର ବିଭାଗର ଜିଲ୍ଲାବିଶେଷ — Name of a district of the Bhagalpur Division of Bihar
  • ଦେ. ବି (ନାମ) — [ଦ୍ର—ଏହାର ପ୍ରଧାନ ନଗର ଦୁମୁକା। ବାବା ବୈଦ୍ୟନାଥ (ଦେବଘର) ଏହି ଜିଲ୍ଲାରେ ଅବସ୍ଥିତ। ଏହି ଜିଲ୍ଲା ଅନୁନ୍ନତ ବ୍ରିଟିଶ୍ ଶାସିତ ଜିଲ୍ଲା ଓ ଏଥିର ଶାସନକର୍ତ୍ତାଙ୍କୁ ଡେପୁଟୀ କମିସନର୍ ବୋଲାଯାଏ। ଏହି ଜିଲ୍ଲାର କ୍ଷେତ୍ରଫଳ 5466 ମାଇଲ। ଏ ଜିଲ୍ଲାର 6 ଟି ସବ୍ଡିଭିଜନ୍ ବା ମହକୁମା ଅଛି; —ସଦର ବା ଦୁମ୍କା, ଦେଓଘର, ଗୋଡ଼୍ଡୀ, ଜାମତାରା, ରାଜମହଲ, ପକାଉର୍। କଲେକ୍ଟର୍ ଓ ଜଜ ଓ ମାଜିଷ୍ଟ୍ରେଟ୍ କାର୍ଯ୍ୟ ଡେପୁଟି କମିସନର୍ କରନ୍ତି।] — [ଦ୍ର—ଏହାର ପ୍ରଧାନ ନଗର ଦୁମୁକା ବାବା ବୈଦ୍ୟନାଥ (ଦେବଘର) ଏହି ଜିଲ୍ଲାରେ ଅବସ୍ଥିତ ଏହି ଜିଲ୍ଲା ଅନୁନ୍ନତ ବ୍ରିଟିଶ୍ ଶାସିତ ଜିଲ୍ଲା ଓ ଏଥିର ଶାସନକର୍ତ୍ତାଙ୍କୁ ଡେପୁଟୀ କମିସନର୍ ବୋଲାଯାଏ ଏହି ଜିଲ୍ଲାର କ୍ଷେତ୍ରଫଳ5466ମାଇଲ ଏ ଜିଲ୍ଲାର6ଟି ସବ୍ଡିଭିଜନ୍ ବା ମହକୁମା ଅଛି; —ସଦର ବା ଦୁମ୍କା, ଦେଓଘର, ଗୋଡ଼୍ଡୀ, ଜାମତାରା, ରାଜମହଲ, ପକାଉର୍ କଲେକ୍ଟର୍ ଓ ଜଜ ଓ ମାଜିଷ୍ଟ୍ରେଟ୍ କାର୍ଯ୍ୟ ଡେପୁଟି କମିସନର୍ କରନ୍ତି]