ସାଧୁତା Sādhutā
- ସଂ. ବି—(ସାଧୁ+ଭାବ. ତା; ତ୍ୱ) — ଧାର୍ମିକତା — Peity
- ସଂ. ବି—(ସାଧୁ+ଭାବ. ତା; ତ୍ୱ) — ଭଦ୍ରତା; ସୌଜନ୍ୟ; ଶିଷ୍ଟାଚାର — Gentlemanliness; courteousness
- ସଂ. ବି—(ସାଧୁ+ଭାବ. ତା; ତ୍ୱ) — ନ୍ଯାୟପରାୟଣତା — Righteousness
- ସଂ. ବି—(ସାଧୁ+ଭାବ. ତା; ତ୍ୱ) — ସଦାଚରଣ; ସଦ୍ବ୍ଯବହାର — Good conduct
- ସଂ. ବି—(ସାଧୁ+ଭାବ. ତା; ତ୍ୱ) — ଉତ୍ତମତା — Goodness