ସାଧୁବାହୀ Sādhubāhī

  • ସଂ. ବି (ସାଧୁ+ବହ ଧାତୁ+କର୍ତ୍ତୃ. ଇନ୍; 1 ମା. 1 ବ) — ସୁଶିକ୍ଷିତ ଓ ବିନୀତ ଅଶ୍ୱ ଅମର — A trained and gentle horse
  • ବିଣ — ଯେଉଁ ପଶୁ ଉତ୍ତମରୂପେ ବହନ କରେ (ଶବ୍ଦ ରତ୍ନାବଳୀ) — (a breast) Carrying the rider in a good manner
  • ବିଣ — (ସାଧୁ ବାହ+ଇନ୍; 1 ମା. 1 ବ) ସୁନ୍ଦର ଘୋଟକବିଶିଷ୍ଟ — (ସାଧୁ ବାହ+ଇନ୍;1ମା.1ବ) ସୁନ୍ଦର ଘୋଟକବିଶିଷ୍ଟ— . Owing or having a good horse