ସାଧୃତ Sādhṛuta

  • ସଂ. ବି (ସ=ସହିତ+ଆଧୃତ=ଧୃତ) — ମୟୂରସମୂହ (ଜୟପାଳ) — A flock of peacocks
  • ସଂ. ବି (ସ=ସହିତ+ଆଧୃତ=ଧୃତ) — ପଣ୍ୟବୀଥୀ; ହାଟ [ଜୟପାଳ] — Market
  • ସଂ. ବି (ସ=ସହିତ+ଆଧୃତ=ଧୃତ) — ଆତପତ୍ର; ଛତା—(ଜୟପାଳ) — Umbrella