ସାଧ୍ୟ ପକ୍ଷ Sādhya paksha

  • ସଂ. ବି — (ନ୍ଯାୟଶାସ୍ତ୍ର) ଯେଉଁ ବିଷୟ ମୀମାଂସା ବା ସାଧନ ହେବା ପାଇଁ ଉପସ୍ଥାପିତ ହୋଇଥାଏ — (Logic) Matter at issue; the proposition to be arrived at; that matter whose existence is predicated in the subject, the proposition sought to be established
  • ସଂ. ବି — ସାଧିତ ହେବା ଯୋଗ୍ୟ ଅବସ୍ଥା — The state of being accomplishable