ସାଧୁ ସାଧୁ! Sādhu sādhu!

  • ସଂ. ଅ (ପ୍ରଶଂସା ବା ଅନୁମୋଦନାର୍ଥକ ଅବ୍ଯୟ) — ଧନ୍ୟ ଧନ୍ୟ! ବାଃ ବାଃ! — (Interjection) Bravo! well done!
  • ସଂ. ଅ (ପ୍ରଶଂସା ବା ଅନୁମୋଦନାର୍ଥକ ଅବ୍ଯୟ) — [ଉ—ଭୀଷ୍ମ କାଣ୍ଡ ନଦୀକି ପାଣ୍ଡବ ସୈନ୍ୟ ସିନ୍ଧୁ। ପାଇ କରି ବୋଇଲେ ଭୀଷ୍ମ ସାଧୁ ସାଧୁ—କୃଷ୍ଣସିଂହ, ମହାଭାରତ, ଭୀଷ୍ମ।]