ସାତ୍ୱତ Sātwata

  • ସଂ. ବି (ସାତ୍ୱତ୍+ଅ) — ସାତ୍ୱତ୍ଦେଶୀୟ ଲୋକମାନେ (ବହୁବଚନ) — The inhabitants of the ancient Sātwat country
  • ସଂ. ବି (ସାତ୍ୱତ୍+ଅ) — ବଳଦେବ; ବଳରାମ (ହେମଚନ୍ଦ୍ର) — Baḻarāma, the elder step brother of Ṡrīkṛushṇa
  • ସଂ. ବି (ସାତ୍ୱତ୍+ଅ) — ଶ୍ରୀକୃଷ୍ଣ — Ṡrīkṛushṇa
  • ସଂ. ବି (ସାତ୍ୱତ୍+ଅ) — ଯଦୁବଂଶୀୟ ବ୍ଯକ୍ତି; ଯାଦବ (ହି. ଶ) — A generic name for a person of the J̄adu dynasty
  • ସଂ. ବି (ସାତ୍ୱତ୍+ଅ) — ବିଷ୍ଣୁ (ତ୍ରିକାଣ୍ଡ ଶେଷ) — Bishṇu
  • ସଂ. ବି (ସାତ୍ୱତ୍+ଅ) — (ସାତ୍ୱତୀ+ଅପତ୍ୟାର୍ଥେ. ଅ) ଶିଶୁପାଳ — Ṡiṡupāḻa
  • ସଂ. ବି (ସାତ୍ୱତ୍+ଅ) — ବିଷ୍ଣୁଭକ୍ତ ବିଶେଷ (ଯେଉଁ ଭକ୍ତ ଅନନ୍ୟ ମନରେ ବିଷ୍ଣୁଙ୍କୁ ଭଜନ କରେ ଓ ସତ୍ୟକୁ ଏବଂ ସତ୍ୱଗୁଣକୁ ସର୍ବଦା ଆଶ୍ରୟ କରିଥାଏ ଏବଂ କାୟମନୋବାକ୍ୟରେ ବିଷ୍ଣୁଙ୍କର ସେବାରେ ସର୍ବଦା ଲାଗିଥାଏ; ପଦ୍ମପୁରାଣ) — A devotee of Bishṇu who devotes himself solely to the service of Bishṇu
  • ସଂ. ବି (ସାତ୍ୱତ୍+ଅ) — ଯଦୁବଂଶୀୟ ଅଂଶୁରାଜଙ୍କ ପୁତ୍ର ଜଣେ ରାଜା — Name of a king of the J̄adu dynasty
  • ସଂ. ବି (ସାତ୍ୱତ୍+ଅ) — [ଦ୍ର—ଏ ଅତିଶୟ ବିଷ୍ଣୁଭକ୍ତ, ପ୍ରତାପୀ, ମହାତ୍ମା, ଦାନନିରତ, ଧନୁର୍ବେଦବିଦ୍ ଥିଲେ ଓ କୁଣ୍ଡ ଗୋଳାଦି ସମ୍ବନ୍ଧେ ଏ ଗୋଟିଏ ସ୍ମୃତିଶାସ୍ତ୍ର ପ୍ରବର୍ତ୍ତିତ କରିଥିଲେ। ଏହାଙ୍କ ନାମାନୁସାରେ ସେହି ଶାସ୍ତ୍ର ଚଳୁଅଛି। ଏହାଙ୍କର ପାଞ୍ଚଗୋଟି ପୁତ୍ର ମଧ୍ୟରୁ ଜଣକର ନାମ ଭୋଜ (କର୍ମପୁରାଣ)।]
  • ସଂ. ବି (ସାତ୍ୱତ୍+ଅ) — ମନୁସଂହିତାରେ ଉକ୍ତ ବ୍ରାତ୍ୟ ବୈଶ୍ୟଙ୍କଠାରୁ ଉତ୍ପନ୍ନ ଜାତିବିଶେଷ (ହି. ଶ) — Name of an uninitiated Baisya caste according to Manu
  • ସଂ. ବି (ସାତ୍ୱତ୍+ଅ) — [ଦ୍ର—ମନୁ 10/23 ରେ ଲେଖା ଅଛି ଯେ, ବ୍ରାତ୍ୟ ବୈଶ୍ୟଙ୍କଠାରୁ ସୁଧନ୍ୱା, ଚାର୍ଯ୍ୟ, କାରୁଷ, ବିଜନ୍ମା, ମୈତ୍ର ଓ ସାତ୍ୱତ ଜାତ ହୋଇଥିଲେ।] — [ଦ୍ର—ମନୁ10/23ରେ ଲେଖା ଅଛି ଯେ, ବ୍ରାତ୍ୟ ବୈଶ୍ୟଙ୍କଠାରୁ ସୁଧନ୍ୱା, ଚାର୍ଯ୍ୟ, କାରୁଷ, ବିଜନ୍ମା, ମୈତ୍ର ଓ ସାତ୍ୱତ ଜାତ ହୋଇଥିଲେ]