ସାତ୍ୱତୀ Sātwatī

  • ସଂ. ବି. ସ୍ତ୍ରୀ (ସାତ୍ୱତ୍+ସ୍ତ୍ରୀ. ଈ) — ନାଟକବୃତ୍ତବିଶେଷ; ନାଟକୀୟ ଭାଷାବିଶେଷ — Name of a dramatic style
  • ସଂ. ବି. ସ୍ତ୍ରୀ (ସାତ୍ୱତ୍+ସ୍ତ୍ରୀ. ଈ) — [ଦ୍ର—ଏ ବୃତ୍ତିର ବ୍ଯବହାର ବୀର, ରୌଦ୍ର, ଅଦ୍ଭୁତ, ଶୃଙ୍ଗାର ଓ ଶାନ୍ତ ରସରେ କରାଯାଏ। ଯେଉଁ ସ୍ଥଳରେ ନାୟକଙ୍କ ଉକ୍ତିରୁ ତାଙ୍କର ଶୂରତା, ଦାନଶୀଳତା, ଦାକ୍ଷିଣ୍ୟ ଓ ଆଦି ଗୁଣ ପ୍ରକଟିତ ହୁଏ, ସେଠାରେ ସାତ୍ୱତୀ ବୃତ୍ତି ହୋଇଥିବା ବୋଲାଯାଏ।]
  • ସଂ. ବି. ସ୍ତ୍ରୀ (ସାତ୍ୱତ୍+ସ୍ତ୍ରୀ. ଈ) — ଶିଶୁପାଳଙ୍କ ମାତା — Name of the mother of Ṡiṡupāḻa
  • ସଂ. ବି. ସ୍ତ୍ରୀ (ସାତ୍ୱତ୍+ସ୍ତ୍ରୀ. ଈ) — ସୁଭଦ୍ରାଙ୍କର ଏକ ନାମ (ହି. ଶ) — A name of Subhadrā