ସାତ୍ୱିକ କର୍ତ୍ତା Sātwika karttā

  • ସଂ. ବି — ଯେଉଁ ବ୍ଯକ୍ତି ଫଳକାମନା ତ୍ୟାଗ କରି କାମ— କ୍ରୋଧାଦି ବର୍ଜିତ ଓ ସଙ୍ଗରହିତ ହୋଇ କର୍ମ କରେ (ଗୀତା) — A person who does things most disinterestedly