ସାତ୍ରାଜିତୀ Sātrājitī

  • ସଂ. ବି. ସ୍ତ୍ରୀ (ସତ୍ରାଜିତ+ଅପତ୍ୟାର୍ଥେ ଅ+ସ୍ତ୍ରୀ. ଈ) — ଶ୍ରୀକୃଷ୍ଣଙ୍କର ଏକତମା ମହିଷୀ ସତ୍ୟଭାମା — Queen Satyabhāmā