ସାତ୍ୱକୀ ପୂଜା Sātwikī pūjā

  • ସଂ. ବି — ଜପଯଜ୍ଞ ଓ ନିରାମିଷ ନୈବେଦ୍ୟ ଓ ସ୍ତବ ପାଠଦ୍ୱାରା କରାଯିବା ପୂଜା — Worship of a Deity performed in a sātwika manner
  • ସଂ. ବି — ଫଳକାମନା ବିରହିତ ଦେବାରାଧନା — Worshipping a Deity without asking for any boon