ସହକାର Sahakāra
- ସଂ. ବି (ସହ=ଯୁଗପତ୍+କୃ ଧାତୁ=ବିକ୍ଷେପ କରିବା+ କର୍ତ୍ତୃ. ଅ; ଯାହା ସୁଗନ୍ଧକୁ ଯୁଗପତ୍ ବିକ୍ଷିପ୍ତ କରେ) — ଅତି ସୁଗନ୍ଧ ଆମ୍ର ବୃକ୍ଷ — A fragrant mango tree
- ସଂ. ବି (ସହ=ଯୁଗପତ୍+କୃ ଧାତୁ=ବିକ୍ଷେପ କରିବା+ କର୍ତ୍ତୃ. ଅ; ଯାହା ସୁଗନ୍ଧକୁ ଯୁଗପତ୍ ବିକ୍ଷିପ୍ତ କରେ) — ଆମ୍ର ପଲ୍ଲବ — The leaf of the mango tree
- ସଂ. ବି (ସହ=ଯୁଗପତ୍+କୃ ଧାତୁ=ବିକ୍ଷେପ କରିବା+ କର୍ତ୍ତୃ. ଅ; ଯାହା ସୁଗନ୍ଧକୁ ଯୁଗପତ୍ ବିକ୍ଷିପ୍ତ କରେ) — (ସହ+କୃ ଧାତୁ+ଭାବ. ଅ) ସାହାଯ୍ୟ — Help
- ସଂ. ବି (ସହ=ଯୁଗପତ୍+କୃ ଧାତୁ=ବିକ୍ଷେପ କରିବା+ କର୍ତ୍ତୃ. ଅ; ଯାହା ସୁଗନ୍ଧକୁ ଯୁଗପତ୍ ବିକ୍ଷିପ୍ତ କରେ) — ସାହିତ୍ୟ — Accompaniment
- ସଂ. ବି (ସହ=ଯୁଗପତ୍+କୃ ଧାତୁ=ବିକ୍ଷେପ କରିବା+ କର୍ତ୍ତୃ. ଅ; ଯାହା ସୁଗନ୍ଧକୁ ଯୁଗପତ୍ ବିକ୍ଷିପ୍ତ କରେ) — (+କର୍ତ୍ତୃ. ଅ) ସାହାଯ୍ୟକାରୀ ବ୍ଯକ୍ତି — Assistant
- ସଂ. ବିଣ — ସାହାଯ୍ୟକାରୀ — Assisting