ସହକାରିଆ Sahakāriā

  • ଦେ. ବିଣ. ପୁଂ — ଗୁପ୍ତମନ୍ତ୍ରଣାକାରୀ — Intriguing
  • ଦେ. ବିଣ. ପୁଂ — ଗୁପ୍ତ ପ୍ରଣୟକାରୀ — Carrying or love-intrigue
  • ଦେ. ବିଣ. ପୁଂ — ସହକାରୀ (ଦେଖ) — Sahakārī (See)
  • ଦେ. ବି — ପ୍ରେମିକ ପ୍ରେମିକାଙ୍କ ମଧ୍ୟରେ ଯେ ମିଳନ ଘଟାଏ — A go-between