ସହକାରିତା Sahakāritā

  • ସଂ. ବି (ସହକାରିନ୍+ଭାବ. ତା, ତ୍ୱ) — ସହାୟକତ୍ୱ — The state of being an assistant
  • ସଂ. ବି (ସହକାରିନ୍+ଭାବ. ତା, ତ୍ୱ) — ସାହଚର୍ଯ୍ୟ — Co-operation
  • ସଂ. ବି (ସହକାରିନ୍+ଭାବ. ତା, ତ୍ୱ) — କୌଣସି କାର୍ଯ୍ୟରେ ବା ଅପରାଧରେ ସହାୟ— କାରିତା — Abatement of an offence or act
  • ସଂ. ବି (ସହକାରିନ୍+ଭାବ. ତା, ତ୍ୱ) — (ନ୍ଯାୟ ଶାସ୍ତ୍ର) ତଦ୍ଭିନ୍ନତ୍ୱ ଥାଇ ସୁଦ୍ଧା ତଜ୍ଜନ୍ୟଜନକତ୍ୱ — (Logic) Co-ordination as cause and effect in spite of dissimilarity