ସହକର୍ମୀ Sahakarmī

  • ସଂ. ବି. ପୁଂ (ସହ+କର୍ମ୍ମନ୍; ସହ+ କର୍ମ୍ମନ୍+ଇନ୍; 1 ମା. 1 ବ) — ସହକାରୀ ବ୍ଯକ୍ତି; ଏକତ୍ର କାର୍ଯ୍ୟ କରୁଥିବା ବ୍ଯକ୍ତି — Colleague; co-worker
  • ବିଣ. ପୁଂ — ଏକତ୍ର କର୍ମକାରୀ — Working in league