ସହକାରୀ ସଭାପତି Sahakārī sabhāpati

  • ସଂ. ବି (ଆଧୁନିକ ବ୍ଯବହାର; ପୁଂ ଓ ସ୍ତ୍ରୀ) — ସଭାପତିଙ୍କୁ ସାହାଯ୍ୟ କରିବା କର୍ମଚାରୀ; ସଭାପତିଙ୍କ ଅନୁପସ୍ଥିତିରେ କର୍ମ କରିବା କର୍ମଚାରୀ — Assistant President; vice-president; vice-chairman; deputy president