ସର୍କା Sarkā

  • ବୈଦେ. ବି — (ଫା. ସରୋକାର୍)—ସରୋକା (ଦେଖ) — Sarokā (See)
  • ବୈଦେ. ବି — ସର୍କା (ଦେଖ) — Sarkā (See)
  • ପ୍ରାଦେ. (ସମ୍ବଲପୁର) ବି — ଘର ଲିପିବା ପାଇଁ ବ୍ଯବହୃତ ମାଟିଗୋବରର ଲୁଣ୍ଡା — A rag smeared with clay mixed with cowdung, used in smearing floors