ସର୍କଲ୍ Sarkal

  • ବୈଦେ. ବି (ଇଂ. ସର୍କୁଲ୍) — ଶାସନ ସୌକର୍ଯ୍ୟାର୍ଥ ଗଠିତ ନିର୍ଦ୍ଦିଷ୍ଟ ସୀମା ବିଶିଷ୍ଟ ଅଞ୍ଚଳ — A Circle (formed for administrative convenience)
  • ବୈଦେ. ବି (ଇଂ. ସର୍କୁଲ୍) — [ଦ୍ର—ଏହି ଶବ୍ଦସଙ୍ଗେ ଅନ୍ଯ ଇଂରେଜି ଶବ୍ଦମାନ ବ୍ଯବହୃତ ହୋଇ ଉକ୍ତ ଅଞ୍ଚଳର ଭାରପ୍ରାପ୍ତ କର୍ମଚାରୀଙ୍କ ନାମକରଣ ହୁଏ; ଯଥା—ସର୍କଲ୍ ଅଫିସର୍, ସର୍କଲ୍ ଇନ୍ସ୍ପେକ୍ଟର୍ ଇତ୍ୟାଦି।]