ସର୍କ Sarka

  • ସଂ. ବି (ସୃ ଧାତୁ=ଗତି କରିବା+କର୍ତ୍ତୃ କ) — ବାୟୁ — Air
  • ସଂ. ବି (ସୃ ଧାତୁ=ଗତି କରିବା+କର୍ତ୍ତୃ କ) — ମନ; ଚିତ୍ତ — Mind; heart
  • ସଂ. ବି (ସୃ ଧାତୁ=ଗତି କରିବା+କର୍ତ୍ତୃ କ) — ପ୍ରଜାପତି — Butterfly
  • ସଂ. ବି (ସୃ ଧାତୁ=ଗତି କରିବା+କର୍ତ୍ତୃ କ) — ଏକ ପ୍ରଜାପତିଙ୍କ ନାମ (ହି. ଶ) — Name of a Progenitor of the created beings