ସର୍କସ୍ Sarkas
- ବୈଦେ. ବି (ଇଂ ସର୍କସ୍) — ଲୋକମାନଙ୍କ ମନୋ— ରଞ୍ଜନାର୍ଥ ଆଶ୍ଚର୍ଯ୍ୟଜନକ ବ୍ଯାୟାମ ଓ ଶିକ୍ଷିତ ପଶୁ— ଗଠିତ ଦଳ — Circus; a troupe of gymnasts and trained beasts which show performance for public recreation
- ବୈଦେ. ବି (ଇଂ ସର୍କସ୍) — ଲୋକମାନଙ୍କୁ ଦେଖାଇବା ପାଇଁ ଆଚରିତ କଷ୍ଟସାଧ୍ୟ ବ୍ଯାୟାମ; କସରତ — Athletic feats or gymnastics performed for being, witnessed by the public