ସର୍କାଇବା Sarkāibā

  • ପ୍ରାଦେ. କ୍ରି — (ବାଲେଶ୍ୱର)—ସର୍କିବାର ଣିଜନ୍ତ ରୂପ) ଘୁଞ୍ଚାଇବା; କୌଣସି ବସ୍ତୁକୁ ସ୍ଥାନାନ୍ତରକୁ ଘୁଞ୍ଚାଇବା — To remove a thing from a place