ସର୍ ପ୍ରତାପ ଚନ୍ଦ୍ର ଭଞ୍ଜ ଦେବ Sar pratāp chandra bhan̄ja deba

  • ଦେ. ବି (ନାମ) — ମୟୁରଭଞ୍ଜର ମହାରାଜା — Sir Pratāp Chandra Bhanj Deo, K.C.I.E; name of the present Mahārajā of Mayurbhanj State
  • ଦେ. ବି (ନାମ) — [ଦ୍ର—ଏ ସ୍ୱର୍ଗତ ମହାରାଜା ଶ୍ରୀ ରାମଚନ୍ଦ୍ରଙ୍କ ପୁତ୍ର ଓ ସ୍ୱର୍ଗତ ମହାରାଜା ପୂର୍ଣ୍ଣଚନ୍ଦ୍ରଙ୍କର କନିଷ୍ଠ ସହୋଦର। ଏହି ଭାଷାକୋଷ ଗ୍ରନ୍ଥର ଏ ଜଣେ ମୌଳିକ ପୃଷ୍ଠପୋଷକ ଓ ଅର୍ଥସାହାଯ୍ୟକାରୀ।]