ସର୍କାର୍ ପାଟା Sarkār pāṭā

  • ପ୍ରାଦେ. (ଗଞାମ) ବି (କଚିରିଆ) — ନିଲାମରେ ଆସିଥିବା ସମ୍ପତ୍ତି (ଭୂମି) ଉପରେ ସରକାର୍ଙ୍କର ବା କୋର୍ଟଙ୍କ ତରଫରୁ ନିର୍ଦ୍ଧାରିତ ମୂଲ୍ୟ — A valuation set by the court of the Government on a property going to be sold by public auction