ସରୋରୁଟ୍ Saroruṭ

  • ସଂ. ବି (ସରଃ=ପୋଖରୀ+ରୁହ୍ ଧାତୁ=ଜନ୍ମିବା କର୍ତ୍ତୃ ଅ;+କର୍ତ୍ତୃ କ୍ୱିପ) — ସରୋଜ; ପଦ୍ମ — Lotus