ସର୍ Sar

  • ବୈଦେ. ଅ (ଇଂ. ସର୍) — ଭଦ୍ରଲୋକମାନଙ୍କୁ ସମ୍ମାନାର୍ଥ ସମ୍ବୋଧନ — (vocative) Sir! Oh Sir!
  • ବୈଦେ. ଅ (ଇଂ. ସର୍) — ଶିଷକମାନଙ୍କୁ ଛାତ୍ରମାନଙ୍କର ସମ୍ମାନାର୍ଥକ ସମ୍ବୋଧନ — Sir, a word addressed to a teacher by a student
  • ବୈଦେ. ବି (ଇଂ. ସର୍) — ଇଂଲଣ୍ଡରେ ରାଜଦତ୍ତ ଉପାଧିବିଶେଷ; ନାଇଟ୍ (ଭଦ୍ରବଂଶୀୟ ବ୍ଯକ୍ତି) ମାନଙ୍କ ଉପାଧି — Sir, a title of knights in England
  • ବୈଦେ. ବି (ଇଂ. ସର୍) — ଭାରତବାସୀ ବିଶିଷ୍ଟ ବ୍ଯକ୍ତିମାନଙ୍କୁ ଇଂରେଜ ଗଭର୍ଣ୍ଣମେଣ୍ଟଙ୍କ ପ୍ରଦତ୍ତ ଉପାଧି — Sir, an honorary title granted to distinguished Indians by the British Government
  • ବୈଦେ. ବି (ଇଂ. ସର୍) — (ଛାତ୍ରମାନଙ୍କ ଭାଷା) ନିଜ ନିଜର ଶିକ୍ଷକ — A student's own teacher or master
  • ବୈଦେ. ବି (ଇଂ. ସର୍) — (ଯଥା—ଅଜି ଆମ ସର୍ ଘରକୁ ଯାଇଅଛନ୍ତି।)