ସରୋଷ୍ଠକ Sarosthaka
- ଦେ. ବି (ସଂ. ସହ+ଓଷ୍ଠ୍ୟ) — କାବ୍ୟରେ ଶବ୍ଦଯୋଜନା ବିଶେଷ — A kind of Composition
- ଦେ. ବି (ସଂ. ସହ+ଓଷ୍ଠ୍ୟ) — (ଯେଉଁ ବାକ୍ୟରେ ପ୍ରତ୍ୟେକ ପଦ ଓ ପ୍ରତ୍ୟେକ ଅକ୍ଷର ଓଷ୍ଠ୍ୟ ବର୍ଣ୍ଣ, ସେଠାରେ ଏହି ଅଳଙ୍କାର ହୁଏ)
- ଦେ. ବି (ସଂ. ସହ+ଓଷ୍ଠ୍ୟ) — [ଉ— ବାମା ବିଭା ପ୍ରେମପ୍ରଭା ବିଭାବି ବିଭ୍ରମ ବାମା ବାମା ବିଭା ବିଭାବିବି ଭାଭୁ ମମ—ଗୋଲକ, ଇନ୍ଦୁରେଖା।]