ସରୋବର Sarobara

  • ସଂ. ବି (ସରଃ+ବର) — ପୁଷ୍କରିଣୀ; ପୋଖରୀ — Tank
  • ସଂ. ବି (ସରଃ+ବର) — ପଦ୍ମାଦି ପୂର୍ଣ୍ଣ ଜଳାଶୟ (ପ୍ରକୃତିବାଦ) — A tank full of lotus