ସରୋଜୀ Sarojī

  • ସଂ. ବି (ସରୋଜ+ଅଛି ଅର୍ଥରେ ଇନ୍; 1 ମା. 1 ବ) — ବ୍ରହ୍ମା — The God Brahmā
  • ସଂ. ବିଣ. ପୁଂ — ପଦ୍ମ ବିଶିଷ୍ଟ — Having lotus