ସରି Sari
- ସଂ. ବି—(ସୃ ଧାତୁ=ଗତି କରିବା+କର୍ତ୍ତୃ. ଇ;+ଈ) — ଝରଣା; ନିର୍ଝର — A spring; fountain
- ଦେ. ବି — (ସଂ. ସର) ହାର ବା ମାଳ ବା ସୂତା ଆଦିର ସୋରା — A string (of garland or necklace or thread)
- ଦେ. ବି — (ସଂ. ସର=ବାଣ) ସରିଘରା; ଲିଙ୍ଗ (ବିଶେଷତଃ ପଶୁ ଆଦିଙ୍କ ଲିଙ୍ଗ) — Penis (specially of beasts)
- ଦେ. ବି — 3 . (ସଂ. ସର= ମାଳା) ଧାଡ଼ି; ଶ୍ରେଣୀ — 3. (ସଂ. ସର= ମାଳା) ଧାଡ଼ି; ଶ୍ରେଣୀ—3. Row; line
- ଦେ. ବି — (ସଂ. ସଦୃଶ) ଉପମା; ତୁଳନା — Comparision
- ଦେ. ବି — (ସଂ. ସୃଧାତୁ=ଗମନ କରିବା) ଶଗଡ଼ ଚକ ଦ୍ୱାରା ଭୂମିରେ ଅଙ୍କିତ ଚିହ୍ନ — The track of a cart wheel left on the ground
- ଦେ. ବିଣ — ସଦୃଶ — Similar
- ଦେ. ବିଣ — [ଉ—ଶିଶୁ ହେଲେହେଁ ତୁମ୍ଭେ କଲଭ ସରି। କବିସୂର୍ଯ୍ୟ— କିଶୋରୀ ଚମ୍ପୂ—ସ ଗୀତ।]
- ଦେ. ବିଣ — [ଗୁଣ ଅଛି ଯେବେ ଦେହେ ଗୋ! ରୂପ ଯଉବନ ଭେକ ବା ଭୂଷଣ ସରି ତା ସଙ୍ଗରେ ନୁହେ ଗୋ—ବାଳକୃଷ୍ଣ— ଫୁଲ ବଉଳବେଣୀ]
- ଦେ. ବିଣ — ସମାନ — Equal
- ଦେ. ବିଣ — [ଉ—ଆୟକୁ ବ୍ଯୟ ମୋର ଅଛି ସରି ହୋଇ।—କୃଷ୍ଣସିଂହ—ମହାଭାରତ, ବନ।]
- ଦେ. ବିଣ — ତୁଲ୍ୟ — Alike; similar