ସରି ସମାନ Sari samāna
- ଦେ. ବିଣ (ସଂ. ସଦୃଶ+ସମ ବା ସମାନ) — ପରସ୍ପରର ସଙ୍ଗେ ସମ୍ପୂର୍ଣ୍ଣରୂପେ ସମାନ — Exactly similar to each other
- ଦେ. ବିଣ (ସଂ. ସଦୃଶ+ସମ ବା ସମାନ) — [ଉ—ତପତୀ ଶରୀରକୁ ତପତ ସୁନାର, ସରିସମ କଲେ ହୋଇଣ ଯାଇ ଛାର। କୃଷ୍ଣସିଂହ, ମହାଭାରତ, ଆଦି।]
- ଦେ. ବିଣ (ସଂ. ସଦୃଶ+ସମ ବା ସମାନ) — ସମତଳ; ଅବନ୍ଧୁର; ଯାହା ଉଚ୍ଚନୀଚ ନୁହେଁ — Even; of the same level
- ଦେ. ବିଣ (ସଂ. ସଦୃଶ+ସମ ବା ସମାନ) — [ଉ—ମୃଗ ଯେ ଖାଲ ଢିପ ସରିସମ ଭୂମି—ମାନଙ୍କେ ପଳାଇଲା ସେ ତ ବେଗଗାମୀ। କୃଷ୍ଣସିଂହ, ମହାଭାରତ, ଶାନ୍ତି।]