ସରାସରି ମକଦ୍ଦମା Sarāsari makaddamā
- ବୈଦେ. ବି (କଚିରିଆ) — ଯେଉଁ ଫଉଜଦାରି ମକଦମାରେ ସାକ୍ଷୀ ଆଦିଙ୍କ ଜମାନବନ୍ଦି ସମ୍ପୂର୍ଣ୍ଣରୂପେ ଲେଖା ନ ଯାଇ ସ୍ଥୂଳତଃ ତହିଁର ମର୍ମ ଟିପା ଯାଏ — A case of summary trial before a magistrate
- ବୈଦେ. ବି (କଚିରିଆ) — ବାଜି ଖଜଣା ପାଇଁ ଜମିଦାରଙ୍କ ଦ୍ୱାରା ପ୍ରଜାନାମରେ ମାଲ ଅଦାଲତରେ ଦାଏର କରାଯିବା ମକଦ୍ଦମା — Rent suit; suit for arrears of rent
- ବୈଦେ. ବି (କଚିରିଆ) — ଯେଉଁ ଦେବାନୀ ମକଦ୍ଦମାରେ ଛୋଟ ଦାବୀମାନ ବୁଝାଯାଏ — Small Cause Court cases